Google AdSense Kana ? Blog Ru Paisa Kemiti Asiba

 Introduction

 ଆଜି କାଲି blogging ରୁ online ପଇସା କମାଇବା ବହୁତ popular ହୋଇଯାଇଛି । ବହୁତ୍ blogger Google AdSense ମାଧ୍ୟମରେ income କରୁଛନ୍ତି। ଯଦି ଆପଣଙ୍କର blog ଅଛି, ତାହେଲେ ଆପଣ ଭି article ଲେଖି future ରେ ପଇସା କମାଇପାରିବେ ।ଏହି Article ରେ ଆମେ ଜାଣିବା Google AdSense କଣ ଏବଂ blog ରୁ ପଇସା କେମିତି ଆସିବ ।

Google AdSense kana ebam blog ru paisa kemiti asiba se bisaya re Odia guide image


Google AdSense Kana?

Google AdSense ହେଲା Google ର advertising program । ଏହା ମାଧ୍ୟମରେ Website/blog ରେ ads ଦେଖାଯାଏ । Visitors ads ଦେଖିବାବେଲେ/click କରିଲେ income ହୁଏ ।

Blogging Ru Paisa Kemiti Asiba?

ଯେବେ Website ରେ traffic ଆସିବ,visitors article ପଢ଼ିବେ ତାହେଲେ blog ରେ ads show ହେବ ଏଵଂ earning start ହେବ।

Blogging bisaya re adhika janiba pain ehi article pada ntu “Blogging Kana?

AdSense Approval Pain kana Darkar ?

1 . Original Content

Copy peste content use କରିବନି।

Google Original articles କୁ perfer କରେ।

2 . Important pages

Professional blog ପାଇଁ ଏହି pages ଦରକାର :

  •  About us
  •  Privacy policy
  •  Contact us
  •  Disclaimer

3 . Regular Articles

Minimum 15- 20 quality posts helpful ହେଇପାରେ ।

4 . Clean Design

 Blogger ରେ simple theme ଏବଂ mobile friendly layout use କର ।

5 . SEO Follow Kara

SEO ଭଲ ହେଲେ Google traffic ବଢିବ ଓ AdSense Approval chance improve ହେବ ।

“SEO Kana?”

Google ranking pain SEO bahut important.

Google AdSense Account Kemiti Create Karibe?

Google AdSense Account ତିଆରି କରିବା ବହୁତ ସହଜ। ପ୍ରଥମେ Google AdSense Website କୁ ଯାଇ ନିଜ Gmail Account ରେ Login କରନ୍ତୁ। ତାପରେ ନିଜ Website URL ଦିଅନ୍ତୁ, Country Select କରନ୍ତୁ ଏବଂ ସମସ୍ତ Information Submit କରନ୍ତୁ। ଏହା ପରେ Google ଆପଣଙ୍କ Blog କୁ Review କରିବ ଏବଂ ସବୁକିଛି ଠିକ୍ ଥିଲେ AdSense Approval ଦେବ।

AdSense Approval Pain Common Mistakes

ଅନେକ Blogger କିଛି ସାଧାରଣ ଭୁଲ କରିଥାନ୍ତି, ଯାହା ପାଇଁ AdSense Approval ମିଳିନଥାଏ।

  • Copy-Paste Content ବ୍ୟବହାର କରିବା।
  • About Us, Privacy Policy, Contact Us ଏବଂ Disclaimer Page ନ ଥିବା।
  • କମ୍ Quality Content Publish କରିବା।
  • Mobile Friendly Design ନ ରଖିବା।
  • SEO ଉପରେ ଧ୍ୟାନ ନ ଦେବା।
  • Blog ରେ କମ୍ Article ଥିବା।

AdSense Re Kete Paisa Asipare?

Income depend କରେ :

  •  Traffic 
  •  Visitors country
  •  Niche/topic

Starting ରେ little earning normal, traffic ବଢ଼ିଲେ income ଭି ବଢିବ ।

Blog Pain Best Neches

  •  Tech
  •  Blogging
  •  Online earning
  •  Education
  •  Health 

Important AdSense Tips

patience Rakha

Approval ହେବାକୁ ସମୟ ଲାଗିପାରେ ।

Copyright Avoid Kara

ନିଜର content use କର ।

Fast Loading Blog

Heavy design avoid କର ।

Daily Learning Continue Kara

SEO ଏବଂ blogging ସିଖୁଥାନ୍ତୁ ।

AdSense Approval Pare Kana Karibe?

AdSense Approval ମିଳିବା ପରେ ନିୟମିତ Quality Content Publish କରନ୍ତୁ। ଅଧିକ Traffic ଆଣିବା ପାଇଁ SEO, Internal Linking ଏବଂ Social Media Share ଉପରେ ଧ୍ୟାନ ଦିଅନ୍ତୁ। କେବେବି ନିଜ Ads ଉପରେ Click କରନ୍ତୁ ନାହିଁ। Google AdSense Policy Follow କରିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ Income କରିପାରିବେ।

Google AdSense Alternatives

ଯଦି Google AdSense Approval ମିଳୁନାହିଁ, ତେବେ ଅନ୍ୟ Advertising Network ମଧ୍ୟ ବ୍ୟବହାର କରିପାରିବେ।

  • Media.net
  • Ezoic
  • Adsterra
  • PropellerAds
  • Infolinks

ପରେ Google AdSense Approval ମିଳିଲେ ଆପଣ ସେହି Network କୁ ବ୍ୟବହାର କରିପାରିବେ।

Conclusion 

Google AdSense blogging ରୁ online ପଇସା କମାଇବା ର ବହୁତ୍ ଭଲ ଉପାୟ ।ଯଦି original Content ଲେଖିବେ regular posts publish କରିବେ ଏବଂ SEO Follow କରିବେ, ତାହେଲେ future ରେ AdSense Approval ପାଇ income start କରିପାରିବେ।

CTA

Apananka Matamat Kana?

ଆଶା କରୁଛୁ Google AdSense Kana? Blog Ru Paisa Kemiti Asiba ବିଷୟରେ ଏହି Article ଆପଣଙ୍କୁ ଉପଯୋଗୀ ଲାଗିଥିବ। ଯଦି ଏହି ସୂଚନା ଭଲ ଲାଗିଥାଏ, ତେବେ ନିଜ ସାଙ୍ଗମାନଙ୍କ ସହ Share କରନ୍ତୁ। Blogging, SEO, Google AdSense ଏବଂ Online Earning ସମ୍ବନ୍ଧୀୟ ନୂଆ ନୂଆ ଗାଇଡ୍ ପାଇଁ Smart Odia Blogger କୁ ନିୟମିତ Visit କରନ୍ତୁ। ଯଦି ଆପଣଙ୍କର କୌଣସି ପ୍ରଶ୍ନ ଅଛି, Comment କରି ନିଶ୍ଚୟ ଜଣାନ୍ତୁ।

Related Articles

FAQ

AdSense Free Ki ?

ହଁ,completely free ।

Mobile Ru AdSense Use Karipariba Ki ?

ହଁ, Smartphone ରୁ ଭି Manage କରିପାରିବ ।

Kete Posts Pare AdSense Apply KariPariba ?

Generally 15 - 20 quality posts ପରେ Apply kariba ଭଲ।

AdSense Approval Pain Kete Dina Lage?

ସାଧାରଣତଃ Google AdSense Approval ପାଇଁ ୧ ରୁ ୧୪ ଦିନ ପର୍ଯ୍ୟନ୍ତ ସମୟ ଲାଗିପାରେ।

Blogger Re AdSense Miliba Ki?

ହଁ। Blogger Blog ରେ ମଧ୍ୟ Google AdSense Approval ମିଳେ, ଯଦି Blog ରେ Quality Content ଏବଂ ସମସ୍ତ Important Pages ଥାଏ।

Approval Reject Hele Kana Karibe?

Reject ହେଲେ ଭୁଲଗୁଡ଼ିକୁ ଠିକ୍ କରନ୍ତୁ, Quality Content ବଢ଼ାନ୍ତୁ ଏବଂ ପୁଣିଥରେ Apply କରନ୍ତୁ।

Google AdSense Ru Minimum Payment Kete?

Google AdSense ର Minimum Payment Threshold ସାଧାରଣତଃ $100 ହୋଇଥାଏ। Threshold ପୂରଣ ହେଲେ Google Payment ପଠାଇଥାଏ।


Comments

Popular posts from this blog

Free ରେ Logo କେମିତି ବାନାଇବେ? (Beginner ଓଡ଼ିଆ Guide)

Mobile Re SEO Kemiti Kariba? Beginner Guide

Free Re Blog Images Kemiti Banaiba? ( Beginner Guide )