SEO Kana ? Blog Ku Google Re Rank Kemiti Kariba
SEO ବିଷୟ ରେ ଜାଣନ୍ତୁ
ଯଦି ଆପଣଙ୍କର blog Google Search ରେ ଦେଖାଯିବା କୁ ଚାହିଁଛନ୍ତି, ତାହେଲେ SEO ବିଷୟ ରେ ଜାଣିବା ବହୁତ importent । SEO help କରେ Website କୁ Google ରେ rank କରିବାରେ ଏବଂ Traffic ଆଣିବାରେ । ଏହି Article ରେ ଆମେ simple ରେ କେମିତି rank କରିବା ସେ ବିଷୟରେ ଜାଣିବା ।
SEO (Search Engine Optimization) ହେଉଛି ଏକ ପ୍ରକ୍ରିୟା ଯାହା ଦ୍ୱାରା Website କିମ୍ବା Blog କୁ Google Search Result ରେ ଭଲ Position ରେ Rank କରାଯାଏ। ଭଲ SEO କଲେ Organic Traffic ଏବଂ Website Visibility ବଢ଼ିଥାଏ।
SEO Kana?
SEO ର full form ହେଉଛି Search Engine Optimization
ମାନେ: ନିଜର Website କୁ Google ପାଇଁ Optimize କରିବା ।
SEO ଭଲ ହେଲେ:
- Google ରେ Website fast ଦେଖାଯିବା
- More visitor ଆସିବେ
- Traffic ବଢିବ
SEO Ra ପ୍ରକାର (Types of SEO)
SEO ର ମୁଖ୍ୟତଃ ୩ଟି ପ୍ରକାର ଅଛି। ଏହି ୩ ଟିକୁ ଠିକ୍ ଭାବରେ follow କଲେ Website ର Google Ranking ଭଲ ହୋଇପାରେ।
1. On Page SEO
On Page SEO ମାନେ Website ଭିତରେ କରାଯାଉଥିବା ସମସ୍ତ Optimization। ଯେପରିକି ଭଲ Title, Main Keyword, Headings, Internal Links, Image Optimization, Meta Description ଇତ୍ୟାଦି।
ଯଦି ଆପଣଙ୍କ Article ଭଲ ଭାବରେ Optimize ହୋଇଥାଏ, Google ସହଜରେ ବୁଝିପାରିବ ଯେ ଆପଣଙ୍କ Article କେଉଁ ବିଷୟରେ ଅଛି।
2. Off Page SEO
Off Page SEO ମାନେ Website ବାହାରେ କରାଯାଉଥିବା SEO କାମ। ଯେପରିକି Quality Backlinks, Social Media Sharing, Guest Posting ଓ Brand Promotion।
Quality Backlinks ଥିଲେ Google ଆପଣଙ୍କ Website ଉପରେ ଅଧିକ Trust କରିଥାଏ।
3. Technical SEO
Technical SEO ରେ Website Speed, Mobile Friendly Design, HTTPS Security, Sitemap, Robots.txt, Structured Data ଓ Core Web Vitals ଭଳି Technical ବିଷୟ ଆସିଥାଏ।
Technical SEO ଭଲ ଥିଲେ Website ଶୀଘ୍ର Crawl ଓ Index ହୋଇଥାଏ।
Meta Description କାହିଁକି Important?
ପ୍ରତ୍ୟେକ Article ପାଇଁ ଗୋଟିଏ ଭଲ Meta Description ଲେଖିବା ଉଚିତ। ଏଥିରେ Main Keyword ଥିବା ଦରକାର।
Google Search Result ରେ ଏହି Description ଦେଖାଯାଏ। ଭଲ Description ଥିଲେ Click ବଢ଼ିଥାଏ ଓ CTR Improve ହୋଇଥାଏ।
URL SEO Tips
Article URL ସବୁବେଳେ ଛୋଟ ଓ ସହଜ ରଖନ୍ତୁ।
ଉଦାହରଣ:
- seo-kana
- blog-google-rank
Short URL Google ପାଇଁ ଭଲ ହୋଇଥାଏ।
Image SEO
Google Image Search ରୁ Traffic ପାଇବା ପାଇଁ Image କୁ Optimize କରିବା ଜରୁରୀ।
ପ୍ରତ୍ୟେକ Image ରେ ଏହିଗୁଡ଼ିକ Set କରନ୍ତୁ।
- SEO Friendly File Name
- Alt Text
- Image Title
- WebP Format
- Image Compression
ଏହା କଲେ Website Fast Load ହେବ ଓ SEO Improve ହେବ।
Backlinks କାହିଁକି Important?
Backlinks ମାନେ ଅନ୍ୟ Website ରୁ ଆପଣଙ୍କ Website କୁ ଆସୁଥିବା Link।
Quality Backlinks Google କୁ Signal ଦିଏ ଯେ ଆପଣଙ୍କ Content Useful ଅଟେ।
ସବୁବେଳେ Quality Website ରୁ Backlink ନିଅନ୍ତୁ।
Website Speed Improve କେମିତି କରିବେ?
Fast Website Google Ranking ପାଇଁ ବହୁତ Important।
Speed Improve କରିବା ପାଇଁ—
- Lightweight Theme Use କରନ୍ତୁ।
- Image Compress କରନ୍ତୁ।
- WebP Images Use କରନ୍ତୁ।
- Unnecessary Widgets Remove କରନ୍ତୁ।
- Fast Hosting ବା Blogger Platform Use କରନ୍ତୁ।
Social Media SEO
Article Publish କରିବା ପରେ ଏହି Platform ରେ Share କରନ୍ତୁ।
- WhatsApp Channel
- Quora
- Telegram
ଏଥିରୁ Initial Traffic ମିଳିଥାଏ ଓ Google Crawl କରିବାର ସମ୍ଭାବନା ବଢ଼େ।
SEO Re Common Mistakes
ନୂଆ Blogger ମାନେ ଏହି ଭୁଲ କରିବା ଉଚିତ ନୁହେଁ।
- Copy-Paste Content
- Keyword Stuffing
- Low Quality Images
- Internal Links ନ ଦେବା
- Meta Description ନ ଲେଖିବା
- Mobile Friendly Design ନ ରଖିବା
- Regular Update ନ କରିବା
Conclusion
SEO ହେଉଛି ପ୍ରତ୍ୟେକ Blog ଓ Website ର ସଫଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯଦି ଆପଣ ଭଲ Title, ସଠିକ୍ Keyword, Quality Content, Image Optimization, Internal Links ଏବଂ Mobile-Friendly Design ଭଳି SEO Techniques କୁ ଠିକ୍ ଭାବରେ Follow କରନ୍ତି, ତେବେ ଆପଣଙ୍କ Blog ଧୀରେ ଧୀରେ Google Search ରେ ଭଲ Rank କରିପାରିବ। SEO ର Result ତୁରନ୍ତ ମିଳେ ନାହିଁ, ତେଣୁ ନିୟମିତ ଭାବରେ Original Content Publish କରନ୍ତୁ, Article କୁ ସମୟ ସମୟରେ Update କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ। ଠିକ୍ SEO Strategy ସହିତ କାମ କଲେ ଦୀର୍ଘ ସମୟରେ ଅଧିକ Organic Traffic, Better Ranking ଓ Blogging ରେ ସଫଳତା ମିଳିପାରିବ।
CTA (Call to Action)
ଯଦି ଏହି SEO Guide ଆପଣଙ୍କୁ ଭଲ ଲାଗିଛି, ତେବେ ଏହାକୁ Share କରନ୍ତୁ ଏବଂ Smart Odia Blogger ର ଅନ୍ୟାନ୍ୟ Blogging Guide ମଧ୍ୟ ପଢ଼ନ୍ତୁ।
Related Articles
SEO ବିଷୟରେ ଆହୁରି ଅଧିକ ଜାଣିବା ଏବଂ Blogging କୁ Improve କରିବା ପାଇଁ ତଳେ ଥିବା ଗାଇଡ୍ଗୁଡ଼ିକ ପଢ଼ନ୍ତୁ।
Blogging କଣ, କିପରି ଆରମ୍ଭ କରିବେ ଏବଂ Blogging ରୁ କିପରି ଟଙ୍କା ରୋଜଗାର କରିପାରିବେ ଜାଣନ୍ତୁ।
Blogger ରେ ସମ୍ପୂର୍ଣ୍ଣ Free ରେ Blog କିପରି ତିଆରି କରିବେ, Step-by-Step ଗାଇଡ୍ ପଢ଼ନ୍ତୁ।
Website କୁ Google Search Console ସହିତ Connect କରି Sitemap Submit ଓ Indexing Request କିପରି କରିବେ ଜାଣନ୍ତୁ।
ଠିକ୍ Keyword ବାଛି Google Search ରେ Rank କରିବାର ସହଜ ପଦ୍ଧତି ଜାଣନ୍ତୁ।

Comments
Post a Comment