Blogger Re Free Blog kemiti Banaiba ? ( Step-by-step Odia Guide )

 Free Blog ବିଷୟରେ ଜାଣନ୍ତୁ

ଆଜି କାଲି online ରେ blogging କରି ବହୁତ ଲୋକ ପଇସା କମଉଛନ୍ତି । ଯଦି ଆପଣ ଭି free ରେ ନିଜର blog Start କରିବାକୁ ଚାହିଁଛନ୍ତି ତାହେଲେ Blogger ବହୁତ୍ ଭଲ option । ଏହା google ର free platform, ଯୋଉଠି mobile ରୁ ଭି blogging start କରିପାରିବେ, ଏହି Article ରେ ଆମେ Step-by-step  ଜାଣିବା Blogger ରେ free blog କେମିତି ବାନାଇବା।

Blogger re free blog kemiti banaiba se bisaya re simple Odia guide

Mobile ରୁ Blogging କରିପାରିବେ କି?

ହଁ, ଆଜିକାଲି Laptop କିମ୍ବା Computer ନଥିଲେ ମଧ୍ୟ Smartphone ବ୍ୟବହାର କରି Blogging ଆରମ୍ଭ କରିପାରିବେ। Blogger, Chrome Browser, Google Search Console ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ Tools ମୋବାଇଲ ରୁ ବ୍ୟବହାର କରି Blog କୁ ସହଜରେ Manage କରିହେବ।

ଆପଣଙ୍କ ପାଖରେ Smartphone, Internet Connection ଏବଂ Google Account ଥିଲେ Basic Blogging ଆରମ୍ଭ କରିପାରିବେ।

Blogger କଣ?

Blogger google ର free blogging platform, ଏହା ମାଧ୍ୟମରେ ଆପଣ article publish କରି ନିଜର Website Create କରିପାରିବେ।

Blogger ର ସୁବିଧା:

  • Free
  • Easy to use
  • Mobile friendly
  • Google support

Free blog ବନାଇବା ପରେ SEO କେମିତି କରିବେ?

Mobile ରୁ Blogging ପାଇଁ କଣ କଣ ଦରକାର?

Mobile ରୁ Blogging ଆରମ୍ଭ କରିବା ପାଇଁ ଅଧିକ କିଛି ଦରକାର ନାହିଁ।

  • Smartphone
  • ଭଲ Internet Connection
  • Gmail / Google Account
  • Chrome Browser
  • Blogger
  • Image Editing Tool
  • Basic SEO ଜ୍ଞାନ

ଏହି ସବୁ ଥିଲେ ଆପଣ Smartphone ରୁ Blog Post ଲେଖିବା, Image ଯୋଡ଼ିବା, SEO କରିବା ଏବଂ Publish କରିବା କାମ କରିପାରିବେ।

Blogging ପାଇଁ କଣ ଦରକାର?

ଆପଣଙ୍କୁ ଏହି ଜିନିଷ ଗୁଡ଼ିକ ଦରକାର:

  1. Smartphone
  2. Internet connection
  3. Gmail account

ଏହି 3 ଟା ଥିଲେ blogging start କରିପାରିବେ।

Blogging ପାଇଁ Best AI Tools କେଉଁଗୁଡ଼ିକ?

Step 1: Blogger Website ଖୋଲୋନ୍ତୁ

Crome Browser ରେ search କର Blogger.com

Then Gmail ରେ login କର।

Step 2: Create New Blog

Login ପରେ "Create New Blog" click କର।

Step 3: Blog Name choose କର

Example:

  • Odia Tech Guide
  • Online Earning Odia

Simple ଏବଂ unique name choose କର

Step 4: Blog URL Set କର

Example :

smartodiablogger.com

Green tick ଆସିଲେ available।

Step 5: Theme select କର

simple theme choose କର।

Best themes :

  • Contempo
  • Soho

Step 6: Important pages create କର

professional blog ପାଇଁ ଏହି pages ଦରକାର 

  • About us 
  • Privacy policy
  • Contact us 
  • Disclaimer

Step 7: First article publish କର

Example :

  • Mobile re online Paisa kamaiba 
  • Blogging kana
  • Best earning apps

Step 8: Google search console connect Kara

Google search console ରେ blog connect କଲେ google ରେ fast index ହେବ ।

Best Website For Blogging – Complete Odia Guide

Mobile ରୁ Blog Post କିପରି Publish କରିବେ?

Smartphone ରୁ Blogger ରେ Blog Post Publish କରିବା ପାଇଁ ଏହି Steps Follow କରନ୍ତୁ।

Step 1: Blogger ଖୋଲନ୍ତୁ

Chrome Browser ରେ Blogger.com ଖୋଲି Google Account ରେ Login କରନ୍ତୁ।

Step 2: New Post କରନ୍ତୁ

Blogger Dashboard ରୁ New Post ଉପରେ Click କରନ୍ତୁ।

Step 3: Title ଲେଖନ୍ତୁ

ଆପଣଙ୍କ Article ପାଇଁ ସରଳ ଏବଂ Search-friendly Title ଲେଖନ୍ତୁ।

Step 4: Article ଲେଖନ୍ତୁ

Article କୁ ଛୋଟ ଛୋଟ Paragraph ଏବଂ Heading ସହିତ ଲେଖନ୍ତୁ।

Step 5: Image ଯୋଡ଼ନ୍ତୁ

Article ସହିତ ସମ୍ପର୍କିତ Image ଯୋଡ଼ନ୍ତୁ ଏବଂ Image ର Alt Text ଦିଅନ୍ତୁ।

Step 6: SEO Settings କରନ୍ତୁ

Search Description, Labels, Permalink ଏବଂ Internal Links ଠିକ୍ ଭାବରେ Set କରନ୍ତୁ।

Step 7: Preview କରନ୍ତୁ

Publish କରିବା ପୂର୍ବରୁ Mobile View ରେ Article ଟି ଠିକ୍ ଦେଖାଯାଉଛି କି ଯାଞ୍ଚ କରନ୍ତୁ।

Step 8: Publish କରନ୍ତୁ

ସବୁକିଛି ଠିକ୍ ଥିଲେ Publish ଉପରେ Click କରନ୍ତୁ।

Blogging ପାଇଁ important tips

  • Original content ଳେଖ,copy past କରିବନି।
  • Regular post କର, weekly ବା daily article publish କର।
  • SEO ଶିଖ google ranking ପାଇଁ SEO important
  • Patience ରଖ, Blogging ରେ result ଆସିବା ପାଇଁ ସମୟ ଲାଗେ।
  • Article ରେ ଆବଶ୍ୟକ ସ୍ଥାନରେ Internal Links ଦିଅନ୍ତୁ।
  • Image ବ୍ୟବହାର କଲେ ଠିକ୍ Alt Text ଦିଅନ୍ତୁ।
  • Article ର Title ଏବଂ Search Description କୁ SEO-friendly ରଖନ୍ତୁ।
  • Mobile User ଙ୍କ ପାଇଁ Article କୁ ସହଜରେ ପଢ଼ିବା ଭଳି ଭାବରେ Format କରନ୍ତୁ।

Blogging ବିଷୟ ରେ ଅଧିକା ଜାଣିବା ପାଇଁ ଏହି article  ପଢ଼ନ୍ତୁ

Google AdSense Approval ପାଇବା ପାଇଁ 10ଟି ଜରୁରୀ Tips

Blogger ବ୍ୟବହାର କରିବାର ସୁବିଧା

ସମ୍ପୂର୍ଣ୍ଣ Free

  • Google Hosting
  • AdSense Support
  • Easy Setup
  • Custom Domain
  • Fast Loading

Free Blog ବନାଇବା ବେଳେ ସାଧାରଣ ଭୁଲ

  • ଭୁଲ Blog Name ବାଛିବା
  • SEO ନ କରିବା
  • Low Quality Content
  • Internal Links ନ ଦେବା
  • Copyright Images ବ୍ୟବହାର କରିବା
  • Meta Description ନ ଦେବା
  • ଅନ୍ୟ Website ରୁ Copy କରି Article Publish କରିବା।
  • Article ରେ ଅତ୍ୟଧିକ English ବ୍ୟବହାର କରି ପାଠକଙ୍କ ପାଇଁ ବୁଝିବା କଷ୍ଟକର କରିବା।

Free Blog ରୁ କେମିତି Income କରିବେ?

  • Google AdSense
  • Affiliate Marketing
  • Sponsored Posts
  • Digital Products
  • Online Services

ଦ୍ଵାରା income କରିପାରିବେ।

FAQ

Blogger Free Ki?

ହଁ,Blogger completely free

Mobile Ru Blogging Possible ki?

ହଁ,smartphone ରୁ ଭି blogging କରିପାରିବେ।

Blogger Ru Paisa Asiba Ki?

ହଁ,Google adsense ଏବଂ Affiliate marketing ମାଧ୍ୟମରେ ପଇସା ଆସିପାରେ।

Mobile ରୁ Blogger ରେ Post Publish କରିପାରିବେ କି?

ହଁ, Smartphone ଏବଂ Internet Connection ବ୍ୟବହାର କରି Blogger ରେ Blog Post ଲେଖି, Image ଯୋଡ଼ି ଏବଂ Publish କରିପାରିବେ।

Blogging କରିବା ପାଇଁ Laptop ଦରକାର କି?

ନା, Basic Blogging ପାଇଁ Laptop ଅନିବାର୍ଯ୍ୟ ନୁହେଁ। Smartphone ବ୍ୟବହାର କରି Blog Manage ଏବଂ Publish କରିପାରିବେ।

Conclusion

Blogger ଏକ Free ଏବଂ ସହଜ Blogging Platform, ଯେଉଁଥିରେ Smartphone ବ୍ୟବହାର କରି ମଧ୍ୟ Blogging ଆରମ୍ଭ କରିପାରିବେ। Blog ରେ ନିୟମିତ ଭାବରେ Original ଏବଂ Useful Content Publish କରିବା ସହିତ SEO, Internal Linking ଏବଂ Google Search Console ଉପରେ ଧ୍ୟାନ ଦେବା ଜରୁରୀ।

ଆରମ୍ଭରେ Blog ରେ Traffic କମ୍ ଥାଇପାରେ, କିନ୍ତୁ ନିୟମିତ ଭାବରେ ଭଲ Content Publish କଲେ ଧୀରେ ଧୀରେ Blog ର Growth ହୋଇପାରିବ।

Related Articles

Google Search Console Setup Guide (Odia) – Website କୁ Google Search Console ସହିତ କେମିତି ଯୋଡ଼ିବେ ଜାଣନ୍ତୁ।

Google Trends Re Keyword Research Kemiti Kariba – Free ରେ ଭଲ keyword ଖୋଜିବାର ସହଜ ଉପାୟ।

SEO Checker Kana? Website SEO Check Kemiti Kariba – Website ର SEO score ଯାଞ୍ଚ କରି ranking improve କରିବାର guide।

Blogger Re Fast Indexing Kemiti Kariba – Google ରେ ନୂଆ article କୁ ଶୀଘ୍ର index କରିବାର ପଦ୍ଧତି।

Meta Description Kana? SEO Pain Kahinki Important – Search result ରେ ଭଲ CTR ପାଇଁ meta description କେମିତି ଲେଖିବେ।


Call To Action

ଆଶା କରୁଛୁ ଏହି article ଟି ଆପଣଙ୍କୁ ବହୁତ ଭଲ ଲାଗିଥିବା, ଯଦି Blogging,SEO,Google Search Console କିମ୍ବା Google AdSense ସମ୍ଭନ୍ଧ୍ୟ କୌଣସି ପ୍ରଶ୍ନ ଥାଏ ତାହେଲେ ତଳେ comment କରନ୍ତୁ।

Smart Odia Blogger କୁ ନିୟମିତ ଭାବରେ read କରନ୍ତୁ ଓ Blogging ଏବଂ SEO related ନୂଆଁ ନୂଆଁ article ଗୁଡ଼ିକ read କରନ୍ତୁ।

ଏହି Guide ଉପଯୋଗୀ ଲାଗିଥିଲେ ନିଶ୍ଚୟ Share କରନ୍ତୁ ଏବଂ Smart Odia Blogger କୁ Follow କରନ୍ତୁ।


Comments

Popular posts from this blog

Free ରେ Logo କେମିତି ବାନାଇବେ? (Beginner ଓଡ଼ିଆ Guide)

Mobile Re SEO Kemiti Kariba? Beginner Guide

Free Re Blog Images Kemiti Banaiba? ( Beginner Guide )