Free Re SEO Tools Kemiti Use Kariba? ( Beginner Guide )

 
Free SEO Tools Kemiti Use Kariba? Google Search Console, Google PageSpeed Insights, Google Trends, Ubersuggest ebam Small SEO Tools beginner guide in Odia.

Introduction 

SEO Tools Blogging ପାଇଁ ବହୁତ importent । ଏହି tools use କରି Website ranking, keyword s,indexing ଏବଂ error check କରିପାରିବ ।Good news ହେଲା ବହୁତ୍ free SEO tools available ଅଛି । ଏହି article ରେ ଆମେ simple odia ରେ free SEO Tools Kemiti Use କରିବା ସେ ବିଷୟରେ ଜାଣିବା।

ଆଜିକାଲି ଏକ Blog କିମ୍ବା Website କୁ Google ରେ Rank କରିବା ପାଇଁ SEO ବହୁତ ଜରୁରୀ। SEO ଶିଖିବା ପାଇଁ Paid Tools ଆବଶ୍ୟକ ନୁହେଁ। ଅନେକ Free SEO Tools ଅଛି, ଯାହା ଦ୍ୱାରା Keyword Research, Website Speed Check, Indexing, Error Fix ଓ Traffic Analysis କରିହେବ। ଏହି Article ରେ ଆମେ Beginner ମାନଙ୍କ ପାଇଁ Best Free SEO Tools ବିଷୟରେ ସହଜ ଭାଷାରେ ଜାଣିବା।

SEO Tools Kana?

SEO Tools ହେଲା: Website analyze କରିବା tools । ଏହା ହେଲା ପରେ :

  • Ranking improve
  • Error detect
  • Keyword find
  • Traffic increase

SEO basics janiba pain beginner guide padantu.

SEO Tools Ra Main Features

  • Website SEO Analysis
  • Keyword Research
  • Website Speed Check
  • Technical SEO Error Detect
  • Sitemap Submit
  • Google Index Check
  • Backlink Analysis
  • Traffic Improvement

SEO Tools Kahinki Important?

Benefits:

  • Better Google ranking 
  • Faster Indexing 
  • Website Optimization 
  • SEO Learning 

SEO tools website traffic improve kariba re help kare

Better SEO future re AdSense approval chance increase karipare.

SEO Tools Use Karibara Labha

  • Google Search Ranking Improve Hue.
  • Website Performance Check Kariparibe.
  • Technical Error Jaldi Detect Hue.
  • Keyword Research Easy Hue.
  • Organic Traffic Increase Karibare Help Kare.
  • Beginner Mane Madhya Sahajare SEO Sikhiparibe.

Free SEO Tools List

1. Google Search Console Use Kara

Most important, free SEO tools,search google.com

Use for:

  • URL Inspection
  • Sitemap submit
  • Index Checking
  • error detect

Google Search Console କଣ ଏବଂ Blogger ରେ କେମିତି Setup କରିବେ ସେ ବିଷୟରେ ଆମର ବିସ୍ତୃତ ଗାଇଡ୍ ପଢ଼ନ୍ତୁ।

2. Google Page speed insides

Website speed check କରିବା ପାଇଁ best।

Pagespeed.web.dey

3. Google Trends Use Kara

Trending topic find କରିବା ପାଇଁ  ttends.google.କମ୍

Use:

  • viral topic
  • Keyword ideas
  • Search trends 

4.Ubersuggest

Beginner SEO Learning ପାଇଁ useful

nailpatel.com

Use:

  • Keyword research
  • SEO analysis
  • Traffic estimation

5. Small SEO Tools

Useful free tools:

  • Pilgrims cheker
  • Backlink cheker
  • Keyword tools
  • small SEO tools.com

ଯଦି ଆପଣଙ୍କ Website Index ହେଉନାହିଁ, ତେବେ Blogger ରେ Fast Indexing କେମିତି କରିବେ ଗାଇଡ୍ ପଢ଼ନ୍ତୁ।

Free SEO Tools Use Kariba Bele Common Mistakes

SEO Tools ବ୍ୟବହାର କରିବା ସମୟରେ ନିମ୍ନଲିଖିତ ଭୁଲଗୁଡ଼ିକ କରନ୍ତୁ ନାହିଁ:

  • Copy-Paste Content ପ୍ରକାଶ କରନ୍ତୁ ନାହିଁ।
  • ଗୋଟିଏ Keyword କୁ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ।
  • Website ର Speed କୁ ଅବହେଳା କରନ୍ତୁ ନାହିଁ।
  • ସବୁବେଳେ Mobile-Friendly Website ରଖନ୍ତୁ।
  • ନିୟମିତ ଭାବେ Sitemap Update କରନ୍ତୁ।
  • Google Search Console ରେ ଥିବା Error ଗୁଡ଼ିକୁ ସମୟ ସମୟରେ Check କରି ସମାଧାନ କରନ୍ତୁ।

ଟିପ୍ପଣୀ: ଏହି ସାଧାରଣ ଭୁଲଗୁଡ଼ିକୁ ଏଡ଼ାଇଲେ ଆପଣଙ୍କ Website ର SEO ଭଲ ହେବ ଏବଂ Google ରେ ଭଲ Ranking ପାଇବାର ସମ୍ଭାବନା ବଢ଼ିବ।

Important Tips

Daily SEO Learn Kara

SEO ଆସ୍ତେ ଆସ୍ତେ improve ହୁଏ।

Original Content Likha

Copy paste avoid କର।

Mobile Friendly Blog Rakha

Most traffic mobile ରୁ ଆସିଥାଏ।

କେଉଁ SEO Tool ରୁ ଆରମ୍ଭ କରିବେ?

ଯଦି ଆପଣ SEO ରେ ସମ୍ପୂର୍ଣ୍ଣ ନୂଆ (Beginner), ତେବେ ପ୍ରଥମେ Google Search Console ବ୍ୟବହାର କରନ୍ତୁ। ଏହା ଦ୍ୱାରା Website କୁ Google ରେ Index କରିବା, Sitemap Submit କରିବା ଏବଂ SEO Error Check କରିପାରିବେ।

ତା'ପରେ Google PageSpeed Insights ବ୍ୟବହାର କରି Website ର Speed ଓ Performance ଯାଞ୍ଚ କରନ୍ତୁ।

Keyword Research ଓ Trending Topic ଖୋଜିବା ପାଇଁ Google Trends ଏବଂ Ubersuggest ବ୍ୟବହାର କରନ୍ତୁ।

ଏହା ବ୍ୟତୀତ, Backlink Check, Plagiarism Check ଏବଂ ଅନ୍ୟାନ୍ୟ SEO Analysis ପାଇଁ Small SEO Tools ମଧ୍ୟ ଏକ ଭଲ Free Option ଅଟେ।

Conclusion

Free SEO tools use କରି blogging ବହୁତ୍ easy ହେଇପାରେ ।ଗୁଗଲ search console,page speed insights ଏବଂ keyword tools use କରି Website improve କରିପାରିବ ।Proper SEO future ରେ more traffic ଏବଂ better ranking ଆଣିପାରେ।

SEO friendly blog images Google ranking ku help kare

FAQ

Free SEO Tools Enough Ki?

ହଁ,beginners ପାଇଁ enough

Best Free SEO Tools Kana?

Google Search Console beginner ପାଇଁ ଭଲ।

Mobile Ru SEO Tools Use Karipariba Ki?

ହଁ,smartphone ରୁ fully possible।

Free SEO Tools ସୁରକ୍ଷିତ କି?

ହଁ, Official Website ରୁ ବ୍ୟବହାର କଲେ Free SEO Tools ସମ୍ପୂର୍ଣ୍ଣ ସୁରକ୍ଷିତ। କୌଣସି ଅଜଣା କିମ୍ବା ଅବିଶ୍ୱସନୀୟ Website ରୁ Tool ବ୍ୟବହାର କରିବା ଉଚିତ୍ ନୁହେଁ।

SEO ର ଫଳାଫଳ କେତେ ଦିନରେ ମିଳେ?

ସାଧାରଣତଃ SEO ର ଭଲ ଫଳାଫଳ ଦେଖିବାକୁ ୨ ରୁ ୬ ମାସ ସମୟ ଲାଗିପାରେ। ଏହା ଆପଣଙ୍କ Website ର Content Quality, SEO Optimization ଏବଂ Competition ଉପରେ ନିର୍ଭର କରେ।

Paid SEO Tool ବ୍ୟବହାର କରିବା ଆବଶ୍ୟକ କି?

ନା। Beginner ମାନଙ୍କ ପାଇଁ Free SEO Tools ପର୍ଯ୍ୟାପ୍ତ। ଯେତେବେଳେ Website ବଡ଼ ହେବ ଏବଂ Advanced Feature ର ଆବଶ୍ୟକତା ପଡ଼ିବ, ସେତେବେଳେ Paid SEO Tool ବ୍ୟବହାର କରିପାରିବେ।

Comments

Popular posts from this blog

Free ରେ Logo କେମିତି ବାନାଇବେ? (Beginner ଓଡ଼ିଆ Guide)

Mobile Re SEO Kemiti Kariba? Beginner Guide

Free Re Blog Images Kemiti Banaiba? ( Beginner Guide )