SEO Checker Kana? Website SEO Check Kemiti Kariba? (2026)
Introduction
ଯଦି ଆପଣ ଗୋଟିଏ blogger କିମ୍ବା SEO Performance ନିୟମିତ check କରିବା ବହୁତ୍ ଜରୁରି। କେବଳ article publish କଲେ Google ରେ rank ମିଳେ ନାହିଁ।website ର technical issues,On-Page SEO,page speed,mobile usability ଏବଂ indexing ଭଳି ଅନେକ ଜିନିଷ ranking କୁ ପ୍ରଭାବିତ କରିଥାଏ।
ଏଠାରେ SEO Checker ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। SEO Checker ସାହାଯ୍ୟ ରେ website ର SEO health,errors ଏବଂ improvement areas ସହଜରେ ଜାଣିହେବ।
ଏହି article ରେ ଆପଣ SEO Checker Kana,website SEO Check Kemiti Kariba,best Free SEO Checker Tools ଏବଂ Best Practices ବିଷୟ ରେ ଜାଣିବା।
SEO Checker Kana?
SEO Checker ହେଉଛି ଏକ Tool କିମ୍ବା Software ଯାହା website ର SEO Performance କୁ analyze କରିଥାଏ।
ଏହା check କରେ:
. Website Indexing
. Meta Title
. Meta Description
. Heading Structure
. Image Alt Text
. Broken Links
. Page Speed
. Mobile Friendliness
. Internal Linking
. Technical SEO Issues
SEO Checker report ଦେଖି ଆପଣ website ର ଭୁଲ୍ ଗୁଡ଼ିକ ସହଜରେ ଠିକ୍ କରିପାରିବା।
Website SEO Check Kahinki Important?
SEO Check ନ କଲେ website ରେ ଥିବା ଅନେକ errors ଆପଣଙ୍କୁ ଜଣାପଡିବ ନାହିଁ।
SEO Check କଲେ:
. Google ranking improve ହୁଏ
. Organic traffic increase ହୁଏ
. Crawling errors କମିଯାଏ
. User experience improve ହୁଏ
. Website Performance better ହୁଏ
Google algorithm ସମୟ ସମୟରେ update ହେଉଥିବାରୁ ନିୟମିତ SEO audit କରିବା ଆବଶ୍ୟକ।
SEO Checker Use Karibara Benefits
Better Google Ranking
Website ର SEO issues fix କରି ranking improve କରିପାରିବେ।
Faster Indexing
Google bots website କୁ ଭଲଭାବରେ crawl କରିପାରିବ।
Technical issues chinhi ba
Broken links, duplicate title, missing meta description ଭଳି errors ଧରପଡ଼ିଥାଏ।
Improved User Experience
Fast-loading website visitors କୁ ଭଲ experience ଦେଇଥାଏ।
Better SEO Score
Regular SEO audit କଲେ website ର overall SEO score improve ହୁଏ।
Website SEO Check Kemiti Kariba?
Step 1: Google Search Console Use Karantu
Google Search Console ରେ website ପାଇଁ ସବୁଠାରୁ important free tool।
ଏଠାରେ Check କରନ୍ତୁ:
. Indexing
. Sitemap
. Core web vitals
. Mobile Usability
. Coverage Errors
Step 2: Google Page Speed Insights
Website Speed Google ranking ପାଇଁ ବହୁତ୍ important।
Page speed insights ରେ check କରନ୍ତୁ:
. Performance Score
. Largest Central Point (LCP)
. First Content ful Points (FCP)
. Cumulative Layout Shift (CLS)
Step 3: Ubersuggest Use Karantu
Ubersuggest ସାହାଯ୍ୟରେ check କରନ୍ତୁ:
. SEO Score
. Backlinks
. Organic keywords
. Site audit
. Traffic Estimate
Best practices
. Google Search Console ନିୟମିତ check କରନ୍ତୁ
. Sitemap update ରଖନ୍ତୁ
. Robots.txt ଠିକ୍ ଭାବରେ setup କରନ୍ତୁ
. Website Speed Improve କରନ୍ତୁ
. SEO-friendly URL ବ୍ୟବହାର କରନ୍ତୁ
. Internal links add କରନ୍ତୁ
. High-quality content publish କରନ୍ତୁ
. Old articles update କରନ୍ତୁ
FAQs
SEO audit kete Dina re Thare Kariba Uchit?
ମାସକୁ ଅତି କମ୍ ରେ ଥରେ website SEO audit କରିବା ଉଚିତ।
SEO Checker Google Ranking Improve Kari Pare Ki?
SEO Checker ସିଧା ସଲଖ ranking ବଢ଼ାଏ ନାହିଁ, କିନ୍ତୁ errors ଚିହ୍ନଟ କରି ଫିକ୍ସ କରିବାରେ ସାହାଯ୍ୟ କରେ, ଯାହା ranking ranking improve କରିପାରେ।
Related Articles
SEO Tips For Beginners: Google Ranking Improve Kariba Pain Complete Odia Guide
SEO Mistakes That Kill Rankings: 10 Common SEO Errors Every Blogger Must Avoid
Meta Description Kana? SEO Pain Kahinki Important? Complete Odia Guide
Technical SEO Kana? Website Performance Ebam Ranking Improve Kemiti Karibe?
Robots.txt Kana? Blogger Re Custom Robots.txt Setup Kemiti Karibe?
Free Backlinks Kemiti Banai be? Complete Odia Guide
Google Trends Re Keyword Research Kemiti Karibe?
AI Tools For Bloggers In 2026: Best Free & Paid Tools
Conclusion
SEO Checker pratyek blogger ଏବଂ website owner pain ଗୋଟିଏ ଜରୁରୀ Tool ନିୟମିତ website SEO Check କଲେ technical issues, On-Page SEO errors ଏବଂ performans problems ସହଜରେ ମିଳେ। ଏହା ଦ୍ବାରା Google ranking organic traffic ଏବଂ user experience improve କରାଯାଇପାରେ।
ଯଦି ଆପଣ long-term SEO success ଚାହୁଛନ୍ତି,ତାହେଲେ ପ୍ରତି ମସରେ wrbsite SEO audit କରନ୍ତୁ ଏବଂ report ଅନୁଯାଇ error fix କରନ୍ତୁ।
CTA
ଯଦି ଏହି SEO Checker article ଟି ଆପଣଙ୍କୁ ଭଲ ଲାଗେ ତାହେଲେ ଏହା କୁ ଅନ୍ୟ ବ୍ଲଗର ମନଙ୍କୁ share କରନ୍ତୁ।Smart Odia Blogger ର SEO, Blogging ଏବଂ Google AdSense ସମ୍ଭନ୍ଧ୍ୟ ଅନ୍ୟ guide ଗୁଡ଼ିକ ମଧ୍ୟ ପଢନ୍ତୁ।

Comments
Post a Comment